Tumgik
#ସାହିତ୍ୟଜୀବନଆଭାସୀକବିତାଆସର
sahityajibana · 1 year
Text
ସାହିତ୍ୟ ଜୀବନ ସାଧାରଣତନ୍ତ୍ର ଦିବସ କବିତା ଆସର ଫଳାଫଳ
ଜାନୁଆରୀ - ୨୦୨୩
ପ୍ରସଙ୍ଗ - ଗଣତନ୍ତ୍ର ଶାସନରେ ନାଗରିକଙ୍କ ଭୂମିକା ତା:- ୨୨/୦୧/୨୦୨୩ - ୨୩/୦୧/୨୦୨୩
ପବିତ୍ର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ହୋଇଥିବା କବିତା ପ୍ରତିଯୋଗିତା ରେ ସମସ୍ତ କବି କବୟିତ୍ରୀ ଅଂଶଗ୍ରହଣ କରିଥିବାରୁ ଆନ୍ତରିକତାର ଧନ୍ୟବାଦ ଜଣାଉଛୁ । ସମସ୍ତ କବି କବୟିତ୍ରୀ ଗଣ ଏମିତି ଲେଖା ଉପସ୍ଥାପନ କଲେ ଯେ ତାହା ହୃଦୟକୁ ଗଭୀର ଭାବେ ସ୍ପର୍ଶ କରିଥିଲା । ସମସ୍ତଙ୍କ ଲେଖା ଅତି ମନମୁଗ୍ଧକର । ।ଏହି ପ୍ରତିଯୋଗିତାର ପ୍ରତିଯୋଗୀ ମାନେ ହେଲେ ……………
୧. ଜାତୀୟ ପତାକା ଆମର ପ୍ରତୀକ - ପ୍ରିୟଙ୍କା ବିଶି, ରେଢ଼ାଖୋଲ, ସମ୍ବଲପୁର, ୨. ସାଧାରଣତନ୍ତ୍ର ଦିବସ - ରାଜୀବ ଲୋଚନ ପାଣିଗ୍ରାହୀ, ଗଞ୍ଜାମ ୩. ଗଣତନ୍ତ୍ର ଶାସନରେ ନାଗରିକଙ୍କ ଭୂମିକା - ସୁସ୍ମିତା ବାଭୀ, ଯାଜପୁର ୪. ସ୍ୱାଧୀନ ସୁରୁଜ - ଶ୍ରୀମତୀ ଭବାନୀ ରାଜୁ, ରାୟଗଡ଼ା ୫. ଗଣତନ୍ତ୍ର ଦିବସ - ପ୍ରତାପ ଚନ୍ଦ୍ର ପ୍ରଧାନ ଆଳିପଡା, କଣାସ, ପୁରୀ ୬. ଗଣତନ୍ତ୍ର ଶାସନରେ ନାଗରିକଙ୍କ ଭୂମିକା - ଜଗବନ୍ଧୁ ସାହୁ ଗ୍ରାମ ‐ ଛଞ୍ଚାଣିଆ ପଲ୍ଲୀ : ଗଞ୍ଜାମ ୭. ନାଗରିକ - ସୁଷମା ମଞ୍ଜରୀ ଦାଶ, ଭେଡେନ, ବରଗଡ଼ ୮. ଏଇ ବୋଧେ ଆମ ଦେଶପ୍ରୀତି - ମୁକ୍ତିରାଣୀ ଦେବତା, ମନ୍ଦାରଖଣ୍ଡ,ଯାଜପୁର ୯. ଗଣତନ୍ତ୍ର ଶାସନରେ ନାଗରିକଙ୍କ ଭୂମିକା - ଶ୍ଯାମା ପ୍ରସାଦ୍ ବୋଷ୍ ଗ୍ରାମ :- ବେଗୁନିଁଆ , ମଲ୍ଲୀକ୍ ସାହି ପୋଷ୍ଟ :- ଗୋପ୍ , ଜିଲ୍ଲା :- ପୁରୀ ୧୦. ଆମ ଗଣତନ୍ତ୍ର - ମନୋଜ କୁମାର ଶତପଥୀ, ଯାଜପୁର ୧୧. ଗଣତନ୍ତ୍ର ଶାସନରେ ନାଗରିକଙ୍କ ଭୂମିକା - ଅଶୋକ କୁମାର ନାୟକ କେନ୍ଦୁଢ଼ିପି, ନୟାଗଡ଼ ୧୨. ଗଣତନ୍ତ୍ର ଶାସନ ଓ ଆମେ - ବସନ୍ତ କୁମାର ବେହେରା, ଭଦ୍ରକ ୧୩. ଗଣତନ୍ତ୍ର ଶାସନରେ ନାଗରିକଙ୍କ ଭୂମିକା - ଚିରସ୍ମିତା ଯେନା, ମଙ୍ଗଳପୁର, ଯାଜପୁର ୧୪. ଏଇତ ଆମ ପରିଚୟ - ବୃନ୍ଦାବନ ପ୍ରଧାନ ବାଉଲସିଂହା, ଭଟଲି, ବରଗଡ଼ ୧୫. ସାଧାରଣତନ୍ତ୍ର ଦିବସ - ପୁଜା ଷାଣ୍ଢ, ବରଗଡ ୧୬. ସାଧାରଣତନ୍ତ୍ର ଦିବସ - ସୁଦ୍ରୁମା ପଣ୍ଡା, ବରଗଡ଼ ୧୭. ସାଧାରଣତନ୍ତ୍ର ଦିବସ - ଶାନ୍ତିଲତା ରଣା, ଯାଜପୁର ୧୮. ମନେ ଭରି ଲକ୍ଷେ ହରଷ - ଶ୍ରୀମତି ଶୁଚିସ୍ମିତା ପଣ୍ଡା, ରାଉରକେଲା ୧୯. ଗଣତନ୍ତ୍ର ଦିବସ - ତୃପ୍ତିରଂଜନ ରାଉତ, ନାଉଁଗା, ଜଗତସିଂହପୁର ୨୦. ଦୁଇ ସୁଯୋଗ୍ୟ ସନ୍ତାନ - କବିତା ସାହୁ, ଜୟପୁର ୨୧. ଦେଶସେବା - ତରୁନବାଳା ମହାପାତ୍ର କଳିଙ୍ଗ ବିହାର,ଭୁବନେଶ୍ବର ୨୨. ମୋର କର୍ତ୍ତବ୍ୟ - ଥବିର ରଣା, ମଖନାମୁଣ୍ଡା, ବରଗଡ଼ ୨୩. ଭାରତ ମା - ମନୋଜ କୁମାର ପଟ୍ଟନାୟକ, ଗଞ୍ଜାମ ୨୪. ଗଣତନ୍ତ୍ର ଦିବସ - କୌସ୍ତୁଭ ଜାଲ୍, ବଲାଙ୍ଗୀର ୨୫. ଗଣତନ୍ତ୍ର ବ୍ୟବସ୍ଥା - ଲକ୍ଷ୍ମୀପ୍ରିୟା ସେଠୀ, ଦେଉଳି,ଯାଜପୁର ୨୬. ଗଣତନ୍ତ୍ର ଶାସନରେ ନାଗରିକଙ୍କ ଭୂମିକା - ନିରୁପମା ଶତପଥୀ, ବରଗଡ ୨୭. ଶ୍ରେଷ୍ଠ ଆମ ଗଣତନ୍ତ୍ର - ପ୍ରତିମା ମହାରଣା, କୋରାପୁଟ ୨୮. ଗଣତନ୍ତ୍ର ଦିବସ - ସ୍ୱାଗତିକା ସାହୁ, ନବରଙ୍ଗପୁର ୨୯. ଗଣତନ୍ତ୍ର ଆମ ମହା ମନ୍ତ୍ର - ଗଗନ ବିହାରୀ ନାୟକ ମଞ୍ଚେଶ୍ଵର, ଭୁବନେଶ୍ୱର ୩୦. ଗଣତନ୍ତ୍ର ଶାସନରେ ନାଗରିକଙ୍କ ଭୂମିକା - ନୀଳକାନ୍ତି ପଟ୍ଟନାୟକ, ସୁବର୍ଣ୍ଣପୁର ୩୧. ଗଣତନ୍ତ୍ରେ ନାଗରିକ - ଶିବରାମ ସାହୁ, କଳାହାଣ୍ଡି ୩୨. ଗଣତନ୍ତ୍ର ଶାସନରେ ନାଗରିକଙ୍କ ଭୂମିକା - ତ୍ରିନାଥ ପଟ୍ଟନାୟକ, କୋରାପୁଟ ୩୩. ଗଣତନ୍ତ୍ର ଶାସନରେ ନାଗରିକଙ୍କ ଭୂମିକା - ବର୍ଷାରାଣୀ ମହାନ୍ତ, କେନ୍ଦୁଝର ୩୪. ଗଣତନ୍ତ୍ର ଶାସନରେ ନାଗରିକଙ୍କ ଭୂମିକା - ବଳରାମ ଜେନା, ଖୋର୍ଦ୍ଧା
ଶ୍ରେଷ୍ଠ ୩ ଜଣ ପ୍ରତିଯୋଗୀଙ୍କ ସମେତ ସମସ୍ତ ସାରସ୍ଵତ ସାହିତ୍ୟ ସ୍ରଷ୍ଟାଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରୁଛୁ ।। ଶ୍ରେଷ୍ଠ ବିବେଚିତ ସାହିତ୍ୟ ସ୍ରଷ୍ଟାଙ୍କ ନାମ ଗୁଡିକ ନିମ୍ନରେ ପ୍ରଦାନ କରାଗଲା । ୧. ନୀଳକାନ୍ତି ପଟ୍ଟନାୟକ, ସୁବର୍ଣ୍ଣପୁର ୨. ପ୍ରତିମା ମହାରଣା, କୋରାପୁଟ ୩. ବଳରାମ ଜେନା, ଖୋର୍ଦ୍ଧା
Download appreciation certificate here : http://bit.ly/sj_cnts_rpblc_result
ଧନ୍ୟବାଦ ସହ
ସାହିତ୍ୟ ଜୀବନ ସାହିତ୍ୟ ସଂସଦ, ସମ୍ବଲପୁର, ଓଡ଼ିଶା Website: Www.sahityajiban.org Email : [email protected]
ସାହିତ୍ୟଜୀବନ #ସାହିତ୍ୟଜୀବନ #ଓଡିଆ #ଓଡିଶା #sahityajiban #sahityajibana #sahitya_jiban #certificate #Republicday2023 #sahitya_jibana #odia #poem #Poetry #Odiapoem #Odisha #OdishaLiterature #literature #odiamagazine #topodiamagazine #announcements #WEBSITEANNOUNCEMENT #ପ୍ରତିଯୋଗିତା #sahityajibana #magazine #contest #ସାହିତ୍ୟଜୀବନଆଭାସୀକବିତାଆସର #ଜାନୁୟାରୀ୨୦୨୩ #ପବିତ୍ରସାଧାରଣତନ୍ତ୍ରଦିବସ #ସାଧାରଣତନ୍ତ୍ର_ଦିବସ
Tumblr media Tumblr media
ସାହିତ୍ୟ ଜୀବନ କବିତା ଆସର ଫଳାଫଳ
Tumblr media
0 notes
sahityajibana · 1 year
Text
ସାହିତ୍ୟଜୀବନଆଭାସୀକବିତାଆସର
ବିଶେଷ ସୂଚନା:
ସାହିତ୍ୟଜୀବନଆଭାସୀକବିତାଆସର ଜାନୁଆରୀ - ୨୦୨୩ 🙏🙏🙏🙏🙏🙏🙏🙏 ସାହିତ୍ୟଜୀବନ ତରଫରୁ ପବିତ୍ରସାଧାରଣତନ୍ତ୍ର_ଦିବସ ଉପଲକ୍ଷେ ଏକ ସ୍ବତନ୍ତ୍ର କବିତା ଆସର ଆୟୋଜିତ ହେଉଛି, ଯାହାକି ହ୍ୱାଟ୍ସଆପ୍ ଗ୍ରୁପ୍ ରେ ହିଁ ସଭିଏଁ ଭାଗ ନେଇପାରିବେ।
ପ୍ରସଙ୍ଗ :- ✍️ ଗଣତନ୍ତ୍ର ଶାସନରେ ନାଗରିକଙ୍କ ଭୂମିକା ବିଭାଗ : କବିତା ତାରିଖ :- ୨୨/୦୧/୨୦୨୩ - ୨୩/୦୧/୨୦୨୩ (ଦୁଇ ଦିନ) ସମୟ : ସକାଳ ୭ ଠାରୁ ରାତ୍ର ୧୨ ଘଟିକା ଭାଷା : ଓଡ଼ିଆ
୧. 'ସାହିତ୍ୟ ଜୀବନ ପ୍ରତିଯୋଗିତା' ହ୍ୱାଟ୍ସଆପ୍ ଗ୍ରୁପ୍ ରେ ସକାଳ ୭ ଠାରୁ ରାତ୍ର ୧୨ ଘଟିକା ମଧ୍ୟରେ ଦିଆଯାଇଥିବା ପ୍ରସଙ୍ଗ ଉପରେ କବିତା ଲେଖି ପ୍ରକାଶ କରିବେ। ( ଅନ୍ୟ ଗ୍ରୁପ୍ ରେ ଗ୍ରହଣୀୟ ନୁହେଁ ) ୨. ଶୀର୍ଷକ ବଦଳାଇପାରିବେ କିନ୍ତୁ ପ୍ରସଙ୍ଗ ବଦଳାଇବେ ନାହିଁ । ୩. ସଭିଏଁ ନିଜସ୍ଵ ଲେଖା ଟାଇପ୍ କରି ପଠାଇବେ, ଫୋଟ ଲେଖା ପଠାଇବେ ନାହିଁ। କେବଳ ଗୋଟିଏ ଲେଖା ଦେବେ। ୪. ଲେଖା ଉପରେ ସାହିତ୍ୟ ଜୀବନ ପକ୍ଷରୁ ଆୟୋଜିତ କବିତା ଆସର ବୋଲି ଲେଖିବେ। ୫.ଏହା ମୋର ନିଜସ୍ବ ଲେଖା ମଧ୍ୟ ଲେଖିବେ। ୬. ନାମ, ଠିକଣା ଦେବାକୁ ଅନୁରୋଧ। ୭• ପ୍ରତିଯୋଗୀତାର ଫଳାଫଳ ଦୁଇ ସପ୍ତାହ ମଧ୍ୟରେ ଘୋଷଣା କରାଯିବ। ୮. ଶ୍ରେଷ୍ଠ କିଛି ସାହିତ୍ୟ ସ୍ରଷ୍ଟାଙ୍କୁ ସାହିତ୍ୟ ଜୀବନ ତରଫରୁ ଡିଜିଟାଲ ମାନପତ୍ର ପ୍ରଦାନ କରାଯିବ। ୯. ବଛାବଛା ଲେଖା ଗୁଡ଼ିକ ସାହିତ୍ୟ ଜୀବନ ୱୈବ୍ ପର୍ଟାଲ୍ ରେ ମଧ୍ୟ ପ୍ରକାଶିତ ହେବ। ୧୦. ଏହି ଦିନ ଅନ୍ୟ କିଛି ଲେଖା ପ୍ରକାଶିତ ନକରିବାକୁ ଅନୁରୋଧ। ୧୧. ସମ୍ପାଦନା ମଣ୍ଡଳୀଙ୍କ ନିଷ୍ପତ୍ତି ଚୁଡାନ୍ତ ।
ହ୍ୱାଟ୍ସଆପ୍_ଗ୍ରୁପ୍ ରେ ଯୋଗ ଦିଅନ୍ତୁ 👇👇👇👇👇👇👇 https://chat.whatsapp.com/CZOdZbfvfcZCa3coNR5mLt
କିଛି ଅସୁବିଧା ଥିଲେ ଯୋଗାଯୋଗ କରନ୍ତୁ ।
ହ୍ୱାଟ୍ସଆପ୍ ନମ୍ବର: 7751075350 ( କଲ୍ ଗ୍ରହଣୀୟ ନୁହେଁ )
ଧନ୍ୟବାଦ ସହ ସାହିତ୍ୟ ଜୀବନ ସାହିତ୍ୟ ସଂସଦ ସମ୍ବଲପୁର, ଓଡ଼ିଶା Website: Www.sahityajiban.org Email : [email protected]
0 notes