#ଓଡିଶା
Explore tagged Tumblr posts
anwesannewsblog · 3 days ago
Text
କେନ୍ଦ୍ର ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବିରେ ସମତା ସୈନିକ ଦଳର ବିକ୍ଷୋଭ
କେନ୍ଦ୍ରାପଡା,୨୫ା୧୨: ସମ୍ବିଧାନ ପ୍ରଣେତା ଡ. ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ରାଜ୍ୟସଭାରେ ଅସମ୍ମାନଜନକ ବକ୍ତବ୍ୟ ପ୍ରତିବାଦରେ ନିଖିଳ ଭାରତ ସମତା ସୈନିକ ଦଳ ଓଡିଶା ଶାଖା ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରିଛି । ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସମତା ସୈନିକ ଦଳ ଓଡିଶା ଶାଖାର ସଭାପତି ସୁଧିର କୁମାର ମଲ୍ଲିକଙ୍କ ନେତୃତ୍ୱରେ ଶତାଧିକ ଦଳୀୟ ସମର୍ଥକ ଓ କର୍ମୀ…
0 notes
odishadarpantv · 4 months ago
Text
ନୂଆଖାଇ ଜୁହାର
ବରଗଡ -ୟତୀନ୍ଦ୍ର ପଣ୍ଡା =ଆଜି ପଶ୍ଚିମ ଓଡିଶା ର ଗଣ ପର୍ଵ ନୂଆଖାଇ. ଘରେ ଘରେ ଆଜି ଆନନ୍ଦ ଉଲ୍ଲାସ ରେ ନୂଆଖାଇ ପାଳନ କରା ଯାଉଛି. ଓଡିଶା ଦର୍ପଣ ଟିଭି ତରଫରୁ ପଶ୍ଚିମ ଓଡିଶା ବାସୀଙ୍କୁ ନୂଆଖାଇ ଜୁହାର.
Tumblr media
View On WordPress
0 notes
vandeutkal · 4 months ago
Text
ଭୁବନେଶ୍ୱର ରୁ ଜବତ ହେଲା ସିମ୍ ବକ୍ସ:ବାଂଲାଦେଶରେ ହେଉଥିଲା ହ୍ୟାଣ୍ଡେଲ , ପାକିସ୍ତାନ ଓ ଚୀନରୁ ଆସୁଥିଲା କଲ
Tumblr media
ଗତକାଲି ରାଜଧାନୀ ଭୁବନେଶ୍ୱର ରୁ ସନ୍ଦେହଜନକ ସିମ୍ ବକ୍ସ ଜବତ ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।। ତେବେ ଏହି ଘଟଣାକୁ କୁ ନେଇ ସନ୍ଦେହ ଲାଗିରହିଥିବା ବେଳେ ଆସିଛି କମିଶନରଟେ ପୁଲିସ ର ବଡ ଖୁଲାସା। କମିଶନର ସଞ୍ଜୀବ ପଣ୍ଡା ସିମ୍ ବକ୍ସ ଜବତ ଘଟଣାରେ ବାଂଲାଦେଶ ଲିଙ୍କ୍ ରହିଥିବା ସ୍ପଷ୍ଟ କରିଛନ୍ତି। ପୁଲିସ କମିଶନର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଶୁକ୍ରବାର ଜବତ ହୋଇଥିବା ଏହି ସିମ୍‌ ବକ୍ସ ଦ୍ୱାରା ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟକୁ କଲ୍‌ କରିବାକୁ ବ୍ୟବହୃତ ହେଉଥିଲା । 
ସାଇବର ଠକେଇ, ଆତଙ୍କୀ ଓ ଅନ୍ୟାନ୍ୟ ଅପରାଧ ପାଇଁ ଏହା ବ୍ୟବହୃତ ହୁଏ। ମାତ୍ର ଏଠାରେ କେଉଁ ପ୍ରକାର ଅପରାଧିକ କାର୍ଯ୍ୟରେ ଲାଗିଛି ତାହା ସ୍ପଷ୍ଟ ଭାବେ ଜଣାପଡି ନାହିଁ ।ତେବେ ଏହି ସିମ୍ ବକ୍ସ ବାଂଲାଦେଶ ସୀମା ଦେଇ ପଶ୍ଚିମବଙ୍ଗ ପରେ ଭୁବନେଶ୍ବରରେ ପହଞ୍ଚିଥିବା ସୂଚନା ରହିଛି। ପଶ୍ଚିମବଙ୍ଗର ରାଜୁ ମଣ୍ଡଳ ଜରିଆରେ ବାଂଲାଦେଶର ଆଶାଦୂର ଜମାନ ହିଁ ଏହାକୁ ଅପରେଟ କରୁଥିଲେ। 
ତେବେ ସୂଚନା ଥାଉ କି ସର୍ବମୋଟ ୫ଟି ଅପରେସନାଲ ସିମ୍‌ ବକ୍ସ ମିଳିଛି, ସେଥିରୁ ୨୫୫ଟି ସକ୍ରିୟ ରହିଛି । ପ୍ରାୟ ୧ ହଜାର ସିମ୍‌ ମିଳିଛି । ସେଥିରୁ ୫୮ଟି ଅବ୍ୟବହୃତ ସିମ୍‌ ମଧ୍ୟ ରହିଛି।ସୂଚନା ଅନୁସାରେ ସିମବକ୍ସର ବ୍ୟବହାର ଆତଙ୍କବାଦୀମାନେ ହିଁ କରିଥାନ୍ତି। ତେଣୁ ଓଡିଶା କୁ ରହିଛି କି ବିପଦ ଏହାକୁ ନେଇ ଚିନ୍ତାରେ ��ମିଶନରଟେ ପୁଲିସ ? ଅଭିଯୁକ୍ତ ରାଜୁ ମଣ୍ଡଳକୁ ରିମାଣ୍ଡରେ ଆଣି ପଚରାଉଚରା କରିବାକୁ ଯୋଜନା କରିଛି କମିସନରେଟ ପୁଲିସ ଏବଂ ଆବଶ୍ୟକ ସ୍ଥଳେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସାହାଯ୍ୟରେ ଉଚିତ ପଦକ୍ଷପ ନିଆଯିବ ବୋଲି କହିଛନ୍ତି କମିଶନରଟେ ପୋଲିସ।
0 notes
needsarkarijob · 8 months ago
Link
OSSC ATO Syllabus 2024 (Subject Wise) – Get OSSC Assistant Training Officer Exam Pattern at www.ossc.gov.in: For the candidate’s exam preparation, the Odisha Assistant Training Officer Syllabus 2024 has been uploaded by the Odisha Staff Selection Commission officials on their official website www.ossc.gov.in. Candidates can download the Odisha SSC Assistant Training Officer Syllabus 2024 from this page or the official website without referring to any other sites. Here, we have provided the ATO Syllabus pdf. OSSC ATO ପରୀକ୍ଷା ପାଟର୍ନ 2024 ସହିତ ସର୍ବଶେଷ ଓଡିଶା ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର ସିଲାବସ୍ 2024 PDF ପାଆନ୍ତୁ | ବର୍ତ୍ତମାନ ଅଫିସିଆଲ୍ ୱେବସାଇଟ୍ www.ossc.gov.in ରୁ ଡାଉନଲୋଡ୍ କରନ୍ତୁ ଏବଂ ଆପଣଙ୍କର ପରୀକ୍ଷା ପ୍ରସ୍ତୁତି ଆରମ୍ଭ କରନ୍ତୁ | Candidates should download the syllabus pdf along with the OSSC ATO Exam Pattern 2024 without any doubt. By checking the syllabus and the exam pattern, candidates can gain full clarity about the written examination. Therefore, contenders who are going to start the exam preparation to reach the minimum or above cut-off marks must download the Odisha ATO Syllabus 2024 Subject Wise to make their exam preparation easy. For the sake of applicants, we have also highlighted the OSSC ATO Exam Syllabus 2024 links on this web page for easy identification purposes. OSSC ATO Syllabus 2024 – Overview Name of the Organization Odisha Staff Selection Commission (OSSC) Name of the Post Assistant Training Officer Posts Category  All Govt Exams Syllabus Location  Odisha Minimum Qualifications 10th Pass Graduation Official Website www.ossc.gov.in OSSC Assistant Training Officer Syllabus 2024 The OSSC Assistant Training Officer Syllabus 2024 is essential for the candidates who have applied for the Assistant Training Officer Posts. The Odisha Staff Selection Commission has completed the application process and is now in the process of conducting the written exam for all the applicants. Therefore, candidates who have submitted the application form to the OSSC must appear for the exam on the suggested exam date to get the job in the respective board. For that exam purpose, we have uploaded the detailed OSSC ATO Syllabus 2024 on this page. [embed]https://www.youtube.com/watch?v=QO_vRrDRcNk[/embed] Therefore, contenders should collect the syllabus from this page and prepare for the exam. The Odisha Assistant Training Officer Syllabus download links are mentioned here. Moreover, after checking the OSSC ATO Exam Pattern 2024 from this page Recruitmentindia.in, candidates should improve their knowledge in weaker subjects by studying the Odisha ATO Syllabus 2024. Candidates should remember that they have to cover all the topics in the OSSC syllabus of ATO to get the best score in the written examination. For more details on www.ossc.gov.in Syllabus, candidates can also refer to the official site. OSSC ATO Exam Pattern 2024 Written Exam Pattern ATO (NTC/ NAC holders)  SL. NO Name of the Subjects  Marks  1 Theory 60 2 Workshop Calculation & Science 15 3 Engineering Drawing 15 4 Engineering Skill 10 5 English 10 Total 110 Marks Written Exam Pattern ATO (COPA & Dress Making)  SL. NO Name of the Subjects  Marks  1 Theory 60 2 Employability Skill 40 3 English 10 Total 110 Marks Written Exam Pattern ATO (Diploma & Degree Category)  SL. NO Name of the Subjects  Marks  1 Diploma Level First Year Common Syllabus 90 2 Entrepreneurship, Management, & Smart Technology 10 3 Diploma Level Engineering Drawing 20 4 Engineering Mathematics 20 5 English 10 Total 150 Marks OSSC ATO Exam Pattern 2024 is illustrated in the above table. The exam will be conducted through the OMR Sheet. The questions that will be asked of the subjects which are shown in the above tabular form. For each wrong answer, a 1/4 mark will be deducted in the examination. So, candidates check out the complete exam pattern before going to start the exam preparation. Important Links OSSC ATO Syllabus, Exam Pattern 2024 PDF Click Here
0 notes
odiaexclusive8d123 · 11 months ago
Text
subscribe plz
0 notes
newso-in · 11 months ago
Link
��ୁବନେଶ୍ବର: ଫେବୃଆରୀ ୬ ତାରିଖରେ ଓଡିଶା ଆସିବେ ସାଂସଦ ରାହୁଲ ଗାନ୍ଧୀ। ୬ ତାରିଖ ସନ୍ଧ୍ୟାରେ ବୀରମିତ୍ରପୁରରେ ରାହୁଲ ଗାନ୍ଧୀଙ୍କୁ ସ୍ବାଗତ କରାଯିବ। ୩ଟି ସାଙ୍ଗଠନିକ ଜିଲ୍ଳାରେ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା କାର୍ଯ୍ୟକ୍ରମ ରହିଛି। ରାଉରକେଲା , ସୁନ୍ଦରଗଡ ଏବଂ ଝାରସୁଗୁଡାରେ ୭ ଏବଂ ୮ ତାରିଖରେ କାର୍ଯ୍ୟକ୍ରମ ରହିଛି। ପିସିସି ସଭାପତି ଶରତ ପଟ୍ଟନାୟକ ଏ ନେଇ ସୂଚନା ଦେଇଛନ୍ତି।
0 notes
kalingabhaskar · 1 year ago
Text
0 notes
thequivernews · 1 year ago
Link
0 notes
all-about-news24x7 · 2 years ago
Text
ମହାଆଡମ୍ବରରେ ଖଲ୍ଲିକୋଟ  ଘୋଷଯାତ୍ରା ଅନୁଷ୍ଠିତ‌
ସିପ୍ରା ପଟନାୟକ,ଓଡିଶା ବାର୍ତ୍ତା ଖଲ୍ଲିକୋଟ :ଗଞ୍ଜାମ ଜିଲ୍ଲା ଐତିହ୍ୟ ସହର ଖଲ୍ଲିକୋଟ ଠାରେ ଆଡମ୍ବର ସହକାରେ ମହାପ୍ରଭୁ ଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯା��ଛି ! ଅପରାହ୍ନ ଦୁଇଟା ବେଳେ ଶ୍ରୀ ଜୀଉ ଗୋଟି ପହଣ୍ଡି ରେ ଆସି ରଥରେ ବିରାଜମାନ ହେଇଥିଲେ !ଏହାପରେ ଚାରିଟା ବେଳେ ରଥଟଣା ଆରମ୍ଭ ହୋଇଥିଲା ।ଭକ୍ତ ମାନେ ଘଣ୍ଟ , ଘଣ୍ଟା ଖ���ଳ ମୃଦଙ୍ଗ ର ତାଳେତାଳେ ରଥ ମାନ ଙ୍କୁ କୁ ଟାଣି ମାଉସୀ ମା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ ! ମହିଳା ମାନେ ମା ଶୁଭଦ୍ରା ଙ୍କ ରଥକୁ ଅତି ଭକ୍ତି ର ସହିତ…
Tumblr media
View On WordPress
0 notes
Video
youtube
ରଷିଆ ଝିଅ ଓଡିଶା କୁ ଭଲ ପାଇ ଯାଇଛି
0 notes
anwesannewsblog · 4 days ago
Text
ଅଦିନିଆ ବର୍ଷାରେ ଫସଲ ହାନି ଋଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦିଅ- ଓଡିଶା କୃଷକ ସଭା
କେନ୍ଦ୍ରାପଡା,୨୪ା୧୨: ଲଘୁରୂପ ଜନିତ ଲଗାଣ ବର୍ଷାଯୋଗୁଁ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ବ୍ଲକ ପ୍ରଭାବିତ ହୋଇଛି। ଏହି ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇଛି । ଧାନ ଫସଲ ନଷ୍ଟ ହେବା ସହିତ ପନିପରିବା ଚାଷ ଉଜୁଡ଼ି ଯାଇଛି। ଏହି ବର୍ଷା ଯୋଗୁଁ ରାଜକନିକା, ଆଳି, ପଟ୍ଟାମୁଣ୍ଡାଇ, ରାଜନଗର, କେନ୍ଦ୍ରାପଡା, ଡେରାବିଶ,ମାର୍ଶାଘାଇ, ମହାକାଳପଡ଼ା, ଗରଦପୁର ବ୍ଲକ ସମେତ କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୈାରାଞ୍ଚଳ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ଧାନ, କୋବି, କଖାରୁ, ବିନ୍‌,…
0 notes
odishadarpantv · 4 months ago
Text
ନୂଆଖାଇ ଜୁହାର
ବରଗଡ -ୟତୀନ୍ଦ୍ର ପଣ୍ଡା =ଆଜି ପଶ୍ଚିମ ଓଡିଶା ର ଗଣ ପର୍ଵ ନୂଆଖାଇ. ଘରେ ଘରେ ଆଜି ଆନନ୍ଦ ଉଲ୍ଲାସ ରେ ନୂଆଖାଇ ପାଳନ କରା ଯାଉଛି. ଓଡିଶା ଦର୍ପଣ ଟିଭି ତରଫରୁ ପଶ୍ଚିମ ଓଡିଶା ବାସୀଙ୍କୁ ନୂଆଖାଇ ଜୁହାର.
Tumblr media
View On WordPress
0 notes
kalingajyoti · 3 years ago
Text
ସ୍ତନ୍ୟପାନ ମାଧ୍ୟମରେ କୋଭିଡ୍‌-୧୯ ଭାଇରସ୍‌ ସଂକ୍ରମଣର କୌଣସି ପ୍ରମାଣ ନାହିଁ : ଅଧ୍ୟୟନ
ସ୍ତନ୍ୟପାନ ମାଧ୍ୟମରେ କୋଭିଡ୍‌-୧୯ ଭାଇରସ୍‌ ସଂକ୍ରମଣର କୌଣସି ପ୍ରମାଣ ନାହିଁ : ଅଧ୍ୟୟନ
ନୂଆଦିଲ୍ଲୀ ୧୯/୦୧/୨୦୨୨ କଳିଙ୍ଗ ଜ୍ୟୋତି : ନିକଟରେ କୋଭିଡ୍‌ ସଂକ୍ରମିତ ମା’ମାନେ ସେମାନଙ୍କ ଶିଶୁକୁ ସ୍ତନ୍ୟପାନ ମାଧ୍ୟମରେ ସଂକ୍ରାମକ ସାର୍ସକୋଭ-୨ ଦ୍ୱାରା ସଂକ୍ରମିତ କରିବାର କୌଣସି ପ୍ରମାଣ ନାହିଁ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ଏହି ଅଧ୍ୟୟନର ରିପୋର୍ଟ ‘ପେଡିଆଟ୍ରିକ୍‌ ରିସର୍ଚ୍ଚ’ ପତ୍ରିକାରେ ପ୍ରକାଶ ପାଇଛି। ଏହି ଅଧ୍ୟୟନ କରିଥିବା ଗବେଷକମାନେ ୧୧୦ ଜଣ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ଠାରୁ ସଂଗ୍ରହ କରିଥିବା କ୍ଷୀରର ନମୁନାକୁ ବିଶ୍ଳେଷଣ କରିବା ପରେ ଏହା ଜାଣିବାକୁ…
Tumblr media
View On WordPress
2 notes · View notes
khyudra-galpa · 4 years ago
Video
youtube
କର୍ମ କାଣ୍ଡକୁ ଅତି ସରଳ ଭାବେ ବୁଝେଇ ଛନ୍ତି ଜଣେ ଅଜ୍ଞାତ ଲେଖକ, ଏକ ସୁନ୍ଦର କ୍ଷୁଦ୍ର ଗଳ୍ପ ମାଧ୍ୟମରେ |
1 note · View note
newso-in · 1 year ago
Link
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ଵର ଜନତା ମଇଦାନରେ ‘କୃଷି ଓଡିଶା-୨୦୨୪’ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ କ୍ଷେତ୍ରରେ ମହିଳାମାନଙ୍କ ଅଧିକ ଭାଗିଦାରୀ ପାଇଁ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ।ଏହି ଅବସରରେ ସାରା ରାଜ୍ୟର ଚାଷୀମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବହୁତ ଖୁସିର କଥା ଯେ ଏ ବର୍ଷର ‘କୃଷି ଓଡିଶା’ କାର୍ଯ୍ୟକ୍ରମ ରାଜ୍ୟର ମହିଳା ଚାଷୀଙ୍କ ପାଇଁ ସମର୍ପିତ। ଏହା କୃଷି କ୍ଷେତ୍ରରେ ମା’ ମାନଙ୍କ ଅବଦାନକୁ ସମ୍ମାନ ଜଣାଇବା ସହ ଏହା ଏ କ୍ଷେତ୍ରରେ ସେମାନଙ୍କ ଯୋଗଦାନକୁ ଉତ୍ସାହିତ କରିବ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି କୃଷି କ୍ଷେତ୍ରରେ ମଧ୍ୟ ମା’ମାନଙ୍କୁ ଆହୁରି ଆଗକୁ ଯିବାର ସମୟ ଆସିଛି। କୃଷି ଉଦ୍ୟୋଗ କ୍ଷେତ୍ରରେ ସେମାନଙ୍କ ପାଇଁ ବହୁତ ସୁଯୋଗ ଅଛି। ଆମର ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ମିଲେଟ ମିଶନ, କଫି ମିଶନ ଆଦି ଅନେକ ଯୋଜନା ଚାଲିଛି। ସେମାନେ ଏହାର ସୁଯୋଗ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ।
0 notes
kalingabhaskar · 1 year ago
Text
1 note · View note