#pmkishan
Explore tagged Tumblr posts
Text
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ହିତାଧକାରୀ
*ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) -୨୦୨୩*
*ଫସଲ ବୀମା ପାଇଁ ଆବଶ୍ୟକୀୟ ଦସ୍ତାବିଜ:-*
୧. ଜମି ପଟ୍ଟା (Land Record or RoR)
୨. ଆଧାର କାର୍ଡ (Aadhaar Card)
୩. ବ୍ୟାଙ୍କ ଜମା ଖାତା ର ନକଲ (Bank Passbook Xerox copy)
୪. ଚାଷୀ ର ମୋବାଇଲ୍ ନମ୍ବର୍ (Mobile Number)
୫. ବିହନ ବୁଣିଥିବା ପ୍ରମାଣ ପତ୍ର (Sowing Certificate) କିମ୍ବା ସ୍ଵକୀୟ ଘୋଷଣାନାମା (Self Declaration Certificate)
କେନ୍ଦୁଝର ଜିଲ୍ଲା ପାଇଁ ଏ ବର୍ଷ ର ବିଜ୍ଞାପିତ ଫସଲ ଗୁଡ଼ିକ ହେଉଛି:-
*ଧାନ(ସମସ୍ତ ୧୩ବ୍ଲକ)*
*ଚିନାବାଦାମ(ଝୁମ୍ପୁରା,ପାଟଣା, ସାହାରପଡ଼ା)*
*ଅଦା (ବାଂସପାଳ)*
*ହଳଦୀ (ବାଂସପାଳ)*
*ମକା(ସମସ୍ତ ୧୩ ବ୍ଲକ)*
*ହରଡ଼ (ଚମ୍ପୁଆ, ଘଷିପୁରା, ହରିଚନ୍ଦନପୁର, ଯୋଡ଼ା, କେନ୍ଦୁଝର, ପାଟଣା)*
୨ ହେକ୍ଟର ପର୍ଯ୍ୟନ୍ତ ଫସଲକୁ ବୀମାଭୁକ୍ତ କରାଇବା ପାଇଁ ଚାଷୀ ମାନଙ୍କୁ ପଞ୍ଜୀକରଣ ବାବଦକୁ ମାତ୍ର ୧ ଟଙ୍କା ଦେବାକୁ ପଡ଼ିବ ଏବଂ ୨ ହେକ୍ଟର ରୁ ଅଧିକ ଜମି ପାଇଁ ଚାଷୀ ମାନେ ନିର୍ଦ୍ଧାରିତ ବୀମା ରାଶି ଦେଇ ନିଜ ଫସଲକୁ ବୀମାଭୁକ୍ତ କରାଇ ପାରିବେ ।
ସବୁ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଅନୁରୋଧ ଯେ ଯଥା ଶୀଘ୍ର ���ିଜର ଫସଲକୁ ନିଃଶୁଳ୍କ ରେ ବୀମାଭୁକ୍ତ କରାଇ ନିଅନ୍ତୁ ।
ଆପଣଙ୍କ ସେବା ରେ
ମେହାନ ସର୍ଭିସେସ
ଜନସେବା କେନ୍ଦ୍ର
ଖୁଣ୍ଟାପଡ଼ା ପଞ୍ଚାୟତ, ସାହାରପଡ଼ା ବ୍ଲକ-କେନ୍ଦୁଝର
#fasalbima #pmfby #mehanservices #csc #janasevakendra
0 notes
Text
🙏 ବିଶେଷ ସୂଚନା 🙏
PMKISAN ର 14th କିସ୍ତି ବହୁତ୍ ଶୀଘ୍ର ହିତାଧୀକାରୀ ମାନଙ୍କୁ ମିଳିବାକୁ ଯାଉଛି, ଯେଉଁଥି ପାଇଁ eKyc ହେବା ନିହାତି ଆବଶ୍ୟକ।
ତେଣୁ ଆପଣ ସମସ୍ତଙ୍କୁ ଅନୁରୋଧ, ବାକି ଥିବା ହିତାଧିକାରୀ କୃଷକ ମାନେ ଜୁନ 15 ସୁଧା (ଶେଷ ତାରିଖ) PMKISAN ର eKyc ସମ୍ପୂର୍ଣ୍ଣ କରାଇନିଅନ୍ତୁ।
eKyc ପାଇଁ ଯଥା ଶୀଘ୍ର ଆମ ଜନସେବା କେନ୍ଦ୍ର
(ମେହାନ ସର୍ଭିସେସ୍ - Mehan Services) ରେ ଯୋଗାଯୋଗ କରନ୍ତୁ।
....................................
ମେହାନ ସର୍ଭିସେସ୍ (Mehan Services)
☎️ ୭୮୪୮୮୧୭୮୨୧
🌐 www.mehanservices.in
#pmkishan#mehanservices#pmkisansammannidhi#csc#janasevakendra#csccenter#digitalseva#keonjhar#saharpada
1 note
·
View note