Tumgik
#amebalangiria
iamabhisekdash · 2 years
Photo
Tumblr media
Mor Balangir ❤️ ମୋର୍ ବଲାଙ୍ଗେର୍ ମତେ ସୁନ୍ଦର୍ 💖 #morbalangir #balangir #balangiriapila #amebalangiria #train #railwaystation (at Balangir) https://www.instagram.com/p/CifHknNPIta/?igshid=NGJjMDIxMWI=
0 notes
iamabhisekdash · 3 years
Photo
Tumblr media
ଜଣେ ସାଧାରଣ ଜନତାର ପ୍ରଶ୍ନ- ୧. ମେଣ୍ଟେନେନ୍ସ ନାଁରେ ବାରମ୍ବାର ବିଜୁଳି କାଟ୍ କାହିଁକି? ୨. ବାରମ୍ବାର ମେଣ୍ଟେନେନ୍ସ କରାଯାଉଛି ତାହେଲେ ନିମ୍ନମାନର କାମ ହେଉଛି କି? ଯଦ୍ୱାରା ବାରମ୍ବାର ମେଣ୍ଟେନେନ୍ସ କରିବାକୁ ପଡୁଛି। ୩. କୋଭିଡ଼ କଟକଣା ଯୋଗୁଁ ଅନ୍ ଲାଇନ୍ କ୍ଳାସ୍ ଚାଲିଛି; ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏଥିପାଇଁ ବିଦ୍ୟୁତ ବିଭାଗ ଦାଇ ରହିବେ କି? ୪. ୨ ରୁ ୩ ଘଣ୍ଟା ଅଘୋଷିତ ବିଦ୍ୟୁତ କାଟ କାହା ସ୍ବାର୍ଥରେ? ୫. କ'ଣ ମେଣ୍ଟେନେନ୍ସ ହେଇଛି ପ୍ରତ୍ୟେକ ଥର ତାହାର ପ୍ରମାଣ ଦିଅ? ୬. ଯଦି ବିଦ୍ୟୁତ୍ ବିଲ୍ ପୈଠ ନ କଲେ ଉପଭୋକ୍ତାଙ୍କୁ ଜୋରିମାନା, ତେବେ ବିଦ୍ୟୁତ କାଟ୍ ହେଲେ ବିଭାଗ ଜୋରିମାନା ଦେଉ। ଜନତାର ଟେକ୍ସ ନେଉଛ, ବିଦ୍ୟୁତ ବିଭାଗ ଉତ୍ତର ଦେବାକୁ ବାଧ୍ୟ ! ଜନସାଧାରଣଙ୍କୁ ମତାମତ ପାଇଁ ଅନୁରୋଧ। Jai Balangir, Jai Koshal 🔥💪🏻 #morbalangir #amebalangiria (at Balangir) https://www.instagram.com/p/CSxFhD4My4n/?utm_medium=tumblr
0 notes